ଟ୍ରକ୍ ଓଲଟି ୧୪ ଗୋରୁ ମୃତ

Nov 5, 2023 - 16:01
 45

କେନ୍ଦୁଝରେ: କେନ୍ଦୁଝର ଜିଲ୍ଲା ତେଲକୋଇ ବିଂଝବାହାଳରେ ଓଲଟିଲା ଗୋରୁ ବୋଝେଇ ଟ୍ରକ୍। ଦୁର୍ଘଟଣାରେ ୧୪ ଗୋରୁଙ୍କ ମୃତ୍ୟୁ ହୋଇଛି। ଟ୍ରକ୍ ରେ ୪୦ ଗୋରୁଙ୍କୁ ବେଆଇନ୍ ଭାବେ ଚାଲାଣ କରାଯାଉଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।