୪୭ ଘଣ୍ଟା ପରେ ମିଳିଲା ଯୁବକଙ୍କ ମୃତଦେହ

Oct 15, 2024 - 20:41
 7

ସୁନ୍ଦରଗଡ଼: ଇବ ନଦୀରେ ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ରବିବାର ପରିବାର ସହ ବୁଲିବାକୁ ଆସି ବୁଡ଼ିଯାଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ଘୋଘର ନିକଟ ଇବ ନଦୀରେ ବୁଡ଼ିଯାଇ ନିଖୋଜ ଥିଲେ।