ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା
ଭୁବନେଶ୍ୱର: ଆଜି ଭୁବନେଶ୍ବରରେ ଅପରାହ୍ନ ୩ଟାରୁ ରାତି ୧ଟା ଯାଏ ଟ୍ରାଫିକ କଟକଣା ରାଜଧାନୀରେ ୪ଟି ସ୍ଥାନରେ ହେବ ଭସାଣି କାର୍ଯ୍ୟକ୍ରମ। ସହିଦନଗର ପାଇଁ ବାଣୀବିହାରରୁ ରାଜମହଲ ରାସ୍ତା ସିଲ୍ ହେବ। ଚନ୍ଦ୍ରଶେଖରପୁର ଭସାଣି ପାଇଁ କିଟ୍ ଛକରୁ ନାଲକୋ ଛକ ସିଲ ହେବ। ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଯିବାକୁ ଅନୁମତି ମିଳିବ। ନୟାପଲ୍ଲୀ ଭସାଣି ପାଇଁ CRP ଛକରୁ ରୁଟ୍ ଡାଇଭରସନ CRP ଛକରୁ ଏକାମ୍ର ପାର୍କ ଦେଇ ଜୟଦେବ ବିହାରକୁ ଯିବ ଗାଡ଼ି। ଭସାଣି ପାଇଁ ଜନପଥ ରାସ୍ତାରେ ଚାଲିପାରିବନି ଗାଡ଼ି।