ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ଧମକ

Oct 14, 2024 - 21:46
 33
ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ଧମକ

ଭୁବନେଶ୍ୱର: ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ଧମକ ଦିଆଯାଇଥିବା ସୂଚନା। ଜେଦାହ ଯାଉଥିବା ଇଣ୍ଡିଗୋ ବିମାନ 6E 1275କୁ ବୋମା ଧମକ ମିଳିଛି। ମୁମ୍ବାଇ-ହାଓଡା ମେଲ୍ ଟ୍ରେନକୁ ବି ବୋମା ଧମକ ମିଳିଛି। ବୋମା ଧମକ ପରେ ଟ୍ରେନ ଓ ବିମାନରେ ସୁରକ୍ଷା ଯାଞ୍ଚ ହୋଇଛି। ଜଳଗାଁ ଷ୍ଟେସନରେ ଯାଞ୍ଚ ପରେ ଗଡ଼ିଲା ଟ୍ରେନ।