ଅଜଣା ଗାଡ଼ି ଧକ୍କାରେ ୨ ମୃତ
ଖଡ଼ିଆଳ: ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି। ଖଡ଼ିଆଳ-ନୂଆପଡ଼ା ରାସ୍ତାର ବଡ଼ମହେଶ୍ୱର ନିକଟରେ ବିଳମ୍ବିତ ରାତିରେ ଅଜଣା ଗାଡ଼ି ବାଇକ୍ କୁ ଧକ୍କା ଦେଇଥିଲା। ସମସ୍ତ ମୃତାହତ ବରପଦର ଗାଁର ହୋଇଥିବା ସୂଚନା ମିଳିଛି।