ଓଡ଼ିଶାର ନୁଆ ରାଜ୍ୟପାଳ ନିଯୁକ୍ତ

Dec 24, 2024 - 22:34
 50
ଓଡ଼ିଶାର ନୁଆ ରାଜ୍ୟପାଳ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶାର ନୁଆ ରାଜ୍ୟପାଳ ହେବେ ହରିବାବୁ କମ୍ଭମପତି। ଇସ୍ତଫା ଦେଲେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ। ହରିବାବୁ ଏବେ ମିଜୋରାମ ରାଜ୍ୟପାଳ ଅଛନ୍ତି। ସେ ପୂର୍ବରୁ ଆନ୍ଧ୍ରରେ ବିଜେପି ରଜ୍ୟ ସଭାପତି ଥିଲେ।