୨୪ରେ ମିଳିବ ସୁଭଦ୍ରା ଟଙ୍କା

Nov 9, 2024 - 21:06
 4

ଭୁବନେଶ୍ୱର: ନଭେମ୍ବର ୨୪ରେ ମିଳିବ ସୁଭଦ୍ରା ଟଙ୍କା। ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରଥମ କିସ୍ତିର ମିଳିବ ତୃତୀୟ ପର୍ଯ୍ୟାୟ ଟଙ୍କା। ୨୦ଲକ୍ଷ ହିତାଧିକାରୀଙ୍କୁ ଦିଆଯିବ ସୁଭଦ୍ରା ଟଙ୍କା। ସୁନ୍ଦରଗଡ଼ରେ ବଣ୍ଟାଯିବ ୩ୟ ପର୍ଯ୍ୟାୟ ଟଙ୍କା।