କଟକରେ ଠିକାସଂସ୍ଥା ଉପରେ ବୋମାମାଡ଼
ବାଙ୍କୀ: କଟକରେ ଦାଦାବଟିକୁ ନେଇ ଏକ ଠିକାସଂସ୍ଥା ଉପରେ ବୋମାମାଡ଼ ହୋଇଛି। ବାଙ୍କୀ କଇମୁଣ୍ଡି ଛକରେ ୨ଟି ବୋମାମାଡ଼ କଲେ ଦୁର୍ବୃତ୍ତ। ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥା ଉପରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ସେତୁ କାମରେ ନିୟୋଜିତ ଥିବା ମେସିନ୍ ନଷ୍ଟ ହୋଇଥିବା ସୂଚନା ମିଳିଛି।