ଜୁଆ ଆଡ୍ଡା ଉପରେ ଚଢ଼ାଉ ବେଳେ ପୋଲିସ୍ ଉପରକୁ ଆକ୍ରମଣ

Oct 26, 2023 - 10:09
 55
ଜୁଆ ଆଡ୍ଡା ଉପରେ ଚଢ଼ାଉ ବେଳେ ପୋଲିସ୍ ଉପରକୁ ଆକ୍ରମଣ

ବ୍ରହ୍ମପୁର: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେଳେ ପୋଲିସ୍ ଉପରକୁ ଆକ୍ରମଣ କଲେ ଜୁଆଡ଼ି। ଟେକା ମାଡ଼ରେ ୪ ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ନୂଆଗାଁ ଥାନା ଚୌଧୁରୀ ଟିକରପଡ଼ାରେ ଚାଲିଥିଲା ଜୁଆ ଖେଳ। ଗତକାଲି ଏହି ଘଟଣା ଘଟିଛି ।