ଆସୁଛି ବଡ଼ ବର୍ଷା, ଓଡ଼ିଶାର ୫ ଜିଲ୍ଲାର ଫିଲ୍ଡ ଅଫିସରଙ୍କ ଛୁଟି ବାତିଲ
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତାକାଲି ଠାରୁ ଓଡ଼ିଶାରେ ଆରମ୍ଭ ହୋଇପାରେ ବର୍ଷା। ରାଜ୍ୟର ୫ ଜିଲ୍ଲା ମାଲକାଗିରିର, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ରେ ହୋଇପାରେ ପ୍ରବଳ ବର୍ଷା। ଏହାକୁ ଦୃଷ୍ଟିରେ ରଖି ଏହି ସବୁ ଜିଲ୍ଲାର ଫିଲ୍ଡ ଅଫିସର ମାନଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର।