ଆଜିଠୁ ଓଡ଼ିଶାରେ ବଦଳିବ ପାଗ
ଭୁବନେଶ୍ୱର: ଆଜିଠୁ ଓଡ଼ିଶାରେ କମିବ ବର୍ଷାର ପରିମାଣ ଓ ବଦଳିବ ପାଗ। ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଜାରି ରହିଛି କୋହଲା ପାଗ ଓ ବର୍ଷା। ଆଗାମୀ ୨୪ ଘଣ୍ଟା ଯାଏଁ ଉତ୍ତର ପୂର୍ବ ଦିଗ ମୁହାଁ ହେବ ଅବପାତ। ଆକାଶ ମେଘୁଆ ରହିବା ସହ ଧୀରେ ଧୀରେ ବଦଳିବ ପାଗ।