ଆସନ୍ତାକାଲି ବର୍ଷର ସବୁଠୁ ଛୋଟ ଦିନ

Dec 20, 2024 - 19:20
 6

ଭୁବନେଶ୍ୱର: ଡିସେମ୍ବର ୨୧ ବର୍ଷର ସବୁଠାରୁ ଛୋଟ ଦିନ। ଦିନ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ହେବ। ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ।