ମନରେଗାରେ ଖରାପ ପ୍ରଦର୍ଶନ ପାଇଁ ୧୨ ଏଡିଇଓଙ୍କ ଦରମା ବନ୍ଦ ନିର୍ଦ୍ଦେଶ

Dec 20, 2024 - 19:19
 4

କଟକ: ମନରେଗାରେ ଖରାପ ପ୍ରଦର୍ଶନ ପାଇଁ ୧୨ ଏଡିଇଓଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ କଟକ ଜିଲ୍ଲା ପ୍ରଶାସନ। ୧୨ ଆକାଉଣ୍ଟାଣ୍ଟ କମ୍ ଡିଇଓଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ। ସମସ୍ତ ବ୍ଲକର ବିଡିଓଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।