ଓଡ଼ିଶାରେ ଦିନକ ପରେ ଶୀତ
ଭୁବନେଶ୍ୱର: ଓଡ଼ିଶାରେ ଦିନକ ପରେ ଶୀତ ପଡ଼ିବା ସମ୍ଭାବନା ରହିଛି।
୨୪ ଘଣ୍ଟାରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। ପରବର୍ତ୍ତୀ ସମୟରେ ପାରଦ ୩ରୁ୪ ଡିଗ୍ରୀ ଖସିବା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି।