ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ଦ୍ଵିତୀୟ ବିମାନ

Nov 6, 2023 - 16:57
 9
ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ଦ୍ଵିତୀୟ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ଉଡ଼ିଲା ଦ୍ଵିତୀୟ ବିମାନ। ସପ୍ତାହକୁ ସୋମବାର ଓ ଶୁକ୍ରବାର ଦୁଇ ଦିନ ଧରି ଉଡ଼ିବ ବିମାନ। ବିମାନ ସେବା ଯୋଗାଇବ ଇଣ୍ଡିଆ ୱାନ ଏୟାର ସଂସ୍ଥା। ଆଜି ୭:୨୦ ରେ ଭୁବନେଶ୍ୱର ଛାଡ଼ି ୮:୪୫ ରେ ଜୟପୁର ପହଞ୍ଚିଲା ବିମାନ। ସେହିପରି ୯ଟାରେ ଜୟପୁର ଛାଡ଼ି ୧୦:୩୫ରେ ଭୁବନେଶ୍ୱର ପହଞ୍ଚିବ।