ଧାନ ଗଦାରେ ନିଆଁ

Dec 7, 2024 - 01:27
 40

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଦର ଥାନା ପରଢିଆପାଲି ଗାଁରେ ଧାନ ଗଦାରେ ନିଆଁ ଲଗାଇଲେ ଦୃର୍ବୁତ୍ତ। ବିଳମ୍ବିତ ରାତିରେ ବାସୁଦେବ ହରପାଲଙ୍କ ଖଳାରେ ଥିବା ଧାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ପାଞ୍ଚ ଏକର ଜମିରେ ଚାଷ କରିଥିଲେ ବାସୁଦେବ। ସୂଚନା ଅନୁଯାୟୀ,୨୦୦ ରୁ ଅଧିକ ବସ୍ତା ଧାନ ପୋଡ଼ି ନଷ୍ଟ ହୋଇଯାଇଛି।