ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର
କଟକ: କଟକ ଦରଘାବଜାର ଅଞ୍ଚଳରେ ଏକ ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଡାକ୍ତରଙ୍କ ନାମ ଅଳକା ରଥ। ଦୀର୍ଘ ଦିନ ହେବ ମାନସିକ ଅଶାନ୍ତିରେ ରହୁଥିଲେ ଅଳକା। ତେବେ ମୃତ୍ୟୁର କାରଣ ଜଣାପଡ଼ିଥିବା ବେଳେ ସେ ଆତ୍ମହତ୍ୟା କରିଥିବା ଅନୁମାନ କରୁଛନ୍ତି ସ୍ଥାନୀୟ ଲୋକେ।