ରାଉରକେଲାରେ ଡବଲ ଏନକାଉଣ୍ଟର
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ଡବଲ ଏନକାଉଣ୍ଟର ହୋଇଛି। ଦୁଇ ଅପରାଧୀକୁ ରାଉରକେଲା ବିଶ୍ରା ପୋଲିସ ଏନକାଉଣ୍ଟର କରିଥିବା ସୂଚନା। ଢାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ଏନକାଉଣ୍ଟର କଲା ପୋଲିସ। ଡକାୟତି କରିବା ପାଇଁ ଆସି ଢାବା ମାଲିକଙ୍କୁ ଗୁଳି କରିଥିଲେ। ଗୁଳିମାଡ଼ରେ ଢାବା ମାଲିକ ଆହତ ହୋଇଛନ୍ତି।