ଆଚାର ଓ ମସଲା ଗୋଦାମରେ ନିଆଁ

Apr 25, 2025 - 22:36
 7
ଆଚାର ଓ ମସଲା ଗୋଦାମରେ ନିଆଁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବଡ଼ବଜାରରେ ଆଚାର ଓ ମସଲା ଗୋଦାମରେ ନିଆଁ ଲାଗିଥିବା ସୂଚନା। ବ୍ରଜରାଜନଗର ପ୍ରଥମ ଲାଇନରେ ଥିବା ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଆୟତ୍ତ କରାଯାଇଛି। ଏଥିରେ କେହି ଆହତ ହୋଇ ନାହାନ୍ତି।