ଭୁବନେଶ୍ୱରରେ ୨ଟି ବାଇକ୍ ସହ ୨ଟି କାର୍ ଧକ୍କା
ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ନିକଟରେ ୨ଟି ବାଇକ୍ ସହ ୨ଟି କାର୍ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ଗୋଡ଼ରେ ଲାଗିଛି ଗଭୀର ଆଘାତ। କାର୍ ଚାଲକ ସହ ୪ ଜଣ ଆହତ ହୋଇଛନ୍ତି। ପୋଲିସ୍ ପହଞ୍ଚି ସମସ୍ତ ଗାଡ଼ି ଜବତ କରିଥିବା ସୂଚନା।
fingerprint news b... Feb 21, 2025 144
fingerprint news b... Nov 20, 2024 114
fingerprint news b... Oct 5, 2024 118
fingerprint news b... Mar 13, 2025 110
fingerprint news b... Jan 10, 2025 112
Join our subscribers list to get the latest news, updates and special offers directly in your inbox
ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ନିକଟରେ ୨ଟି ବାଇକ୍ ସହ ୨ଟି କାର୍ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ଗୋଡ଼ରେ ଲାଗିଛି ଗଭୀର ଆଘାତ। କାର୍ ଚାଲକ ସହ ୪ ଜଣ ଆହତ ହୋଇଛନ୍ତି। ପୋଲିସ୍ ପହଞ୍ଚି ସମସ୍ତ ଗାଡ଼ି ଜବତ କରିଥିବା ସୂଚନା।
fingerprint news b... Feb 20, 2024 144