ଓଡ଼ିଶାରେ ଆଉ ୫ ଦିନ ଗରମ ଓ ଗୁଳୁଗୁଳି
ଭୁବନେଶ୍ୱର: ଓଡ଼ିଶାରେ ଆଉ ୫ ଦିନ ଲାଗି ରହିବ ଗରମ ଓ ଗୁଳୁଗୁଳି। ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି ସାଙ୍ଗକୁ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଛି। ପାଗ ଅନୁକୂଳ ନଥିବାରୁ ଅଗ୍ରସର ହୋଇପାରୁନି ମୌସୁମୀ ବାୟୁ। ଦିନ ୧୧ଟା ରୁ ୩ଟା ମଧ୍ୟରେ ଘରୁ ନବହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।