ଶେଷ ହୋଇଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ

ସମ୍ବଲପୁର: ଶେଷ ହୋଇଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବ। ରୀତିନୀତି ଅନୁସାରେ ମହାଦେବ ଓ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ମଧ୍ୟରାତ୍ରିରେ ଧୁମ୍ ଧାମ୍ ରେ ବାହାରିଥିଲା ବରଯାତ୍ରୀ। ନନ୍ଦପଡ଼ା, ଝଡୁଅପଡ଼ା ଓ ମୁଡ଼ିପଡ଼ାରୁ ବାହାରିଥିଲା ଶୋଭାଯାତ୍ରା। ବୈଦିକ ରୀତିନୀତିରେ ହୋଇଛି ବିବାହ।