ଅଣ ଅନୁସୂଚିତଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ

Nov 17, 2023 - 14:23
 10

ଭୁବନେଶ୍ୱର: ଅଣ ଅନୁସୂଚିତ ଜନଜାତିଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ ରଖିବା ଓଡ଼ିଶା ସରକାର। ଅନୁସୂଚିତ ଜନଜାତିଙ୍କୁ ଏନେଇ ଗତ କ୍ୟାବିନେଟ୍ ରେ ମିଳିଥିଲା ଅନୁମତି। ବିବାଦ ଦେଖେଇବା ପରେ ସରକାର ନିଷ୍ପତ୍ତି ସ୍ଥଗିତ ରଖିଥିବା ସୂଚନା।