କଟକରେ ୨ ବସ୍‌କୁ ଜବତ କଲା ଆଞ୍ଚଳିକ ପରିବହନ ବିଭାଗ

Feb 15, 2025 - 16:26
 11

କଟକ: କଟକର ୨ଟି ବସ୍‌କୁ ଜବତ କଲା ଆଞ୍ଚଳିକ ପରିବହନ ବିଭାଗ। ୧୫ ଲକ୍ଷ ଟିକସ ଫାଙ୍କି ଅଭିଯୋଗରେ ବସ୍ ଜବତ କରାଯାଇଛି। ୨ ବସ୍‌ ମାଲିକ ବକେୟା ଟଙ୍କା ନଦେବାରୁ ଜବତ ହେଲା ଗାଡ଼ି।