ଏପ୍ରିଲ ୧୩ ତାରିଖ ପରେ ଓଡ଼ିଶାରେ ବଢ଼ିବ ତାପମାତ୍ରା
ଭୁବନେଶ୍ୱର: ଏପ୍ରିଲ ୧୩ ତାରିଖ ପରେ ଓଡ଼ିଶାରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବ ବୃଦ୍ଧି ପାଇବ। ଏହାର ପ୍ରଭାବରେ ଆସନ୍ତା ୧୩ ରୁ ବଢ଼ିବ ତାତି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ତାପମାତ୍ରା ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।