ଭୁବନେଶ୍ୱରରେ ରାତି ୧୨ଟା ଯାଏଁ ହେବ ମେଲୋଡି

Oct 5, 2023 - 12:50
 123
ଭୁବନେଶ୍ୱରରେ ରାତି ୧୨ଟା ଯାଏଁ ହେବ ମେଲୋଡି

ଭୁବନେଶ୍ୱର: ଏଥର ପୂଜାରେ ରାତି ୧୨ଟା ଯାଏଁ ହେବ ମେଲୋଡି। ଆଜି କମିଶନରେଟ ପୋଲିସ ଓ ବିଭିନ୍ନ ପୂଜା କମିଟି ସଦସ୍ୟଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ରାତି ୧୦ଟା ଯାଏଁ ଥିଲା ଅନୁମତି। ଭୁବନେଶ୍ୱରରେ ରହିଛି ୧୮୩ଟି ପୂଜା ମଣ୍ଡପ। କଟକରେ ୧୬୮ଟି ମଣ୍ଡପରେ ପୂଜା ପାଇବେ ମା ଦୁର୍ଗା।