ପରୀକ୍ଷାମୂଳକ ଭାବେ ବଣ୍ଡା ଘାଟିରେ ଗଡ଼ିଲା ଲଷ୍ମୀ ବସ୍

Oct 5, 2023 - 12:54
 54
ପରୀକ୍ଷାମୂଳକ ଭାବେ ବଣ୍ଡା ଘାଟିରେ ଗଡ଼ିଲା ଲଷ୍ମୀ ବସ୍

କୋରାପୁଟ: ଆଜି କୋରାପୁଟ ଜିଲ୍ଲା ବଣ୍ଡା ଘାଟିରେ ପରୀକ୍ଷାମୂଳକ ଭାବେ ଗଡ଼ିଲା ଲଷ୍ମୀ ବସ୍। ପ୍ରଥମ ଥର ବସ୍ ରେ ଘାଟି ଚଢ଼ିଲେ ବଣ୍ଡା ଜନଜାତି। ଆସନ୍ତା ୧୨ ତାରିଖରେ ଶୁଭାରମ୍ଭ ହେବ ଲଷ୍ମୀ ଯୋଜନା। ସେହି ଦିନ ଠାରୁ କୋରାପୁଟ ଜିଲ୍ଲାରେ ଗଡ଼ିବ ଲଷ୍ମୀ ବସ୍।