ସମ୍ବଲପୁରରେ କାର୍‌ରୁ ମିଳିଲା ୩ ଲକ୍ଷ ୫୦ ହଜାର

Apr 29, 2024 - 19:04
 44

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀଡୁଙ୍ଗୁରୀ ଛକ ନିକଟରୁ ଏକ କାର୍ ରୁ ଜବତ ହେଲା ୩ ଲକ୍ଷ ୫୦ ହଜାର ଟଙ୍କା। ଗାଡ଼ି ଯାଞ୍ଚ ବେଳେ ଟଙ୍କା ଜବତ କଲା କ୍ଷେତରାଜପୁର ଥାନା ପୋଲିସ। କାହିଁକି ଏତେ ଟଙ୍କା କାର୍‌ରେ ନେଇ ଯାଉଥିଲେ ସ୍ପଷ୍ଟ ହୋଇନାହିଁ।