ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର୍ ଦର

Oct 1, 2024 - 21:42
 47

ଭୁବନେଶ୍ୱର: ବଢ଼ିଲା କମର୍ସିଆଲ ସିଲିଣ୍ଡର ଗ୍ୟାସ୍ ଦର। ୧୯ କେଜି ଗ୍ୟାସ ସିଲିଣ୍ଡର ଦର ୪୮.୫ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ଦର ୧୭୪୧.୫୦ ଟଙ୍କା ହୋଇଛି। ଗତ ସେପ୍ଚେମ୍ବର ୧ ତାରିଖରେ ୩୯ ଟଙ୍କା ବଢ଼ିଥିଲା ଦର ।