କଟକରେ ଭୁଶୁଡ଼ିଲା ତୋରଣ

Oct 18, 2024 - 23:53
 4
କଟକରେ ଭୁଶୁଡ଼ିଲା ତୋରଣ

କଟକ: କଟକରେ ଭୁଶୁଡ଼ିଲା ଖାନ୍‌ନଗର ଦଶହରାରେ ନିର୍ମିତ ତୋରଣ । ନେତାଜୀ ବସ୍ ଟର୍ମିନାଲ ନିକଟରେ ଭୁଶୁଡ଼ିଲା ସୁଉଚ୍ଚ ତୋରଣ । ତୋରଣ ଭୁଶୁଡ଼ିବା ପରେ ଗୋଟିଏ କାର୍ ଓ ୩ଟି ବାଇକ୍ ଚାପି ହୋଇଥିବା ସୂଚନା।