ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ବ୍ୟବସ୍ଥା କରିବ ପୁରୀ ଜିଲ୍ଲା ପ୍ରଶାସନ

Oct 18, 2024 - 23:55
 47

ଭୁବନେଶ୍ୱର: ପୁରୀ ବୃନ୍ଦାବତୀ ନିବାସ ବେସ୍‌ମେଣ୍ଟରେ ରହିବେ ହବିଷ୍ୟାଳି । ଆଜିସୁଦ୍ଧା ୧୪୦ ହବିଷ୍ୟାଳିଙ୍କ ନାଁ ଚୂଡ଼ାନ୍ତ କରାଯାଇଛି । ଅନ୍ୟମାନଙ୍କୁ ପଞ୍ଜିକରଣ କରି ରଖିବାର ବ୍ୟବସ୍ଥା ହେବ । ଏହି ସୂଚନା ଦେଲେ ପୁରୀ ଜିଲ୍ଲାପାଳ ସିର୍ଦ୍ଧାର୍ଥ ଶଙ୍କର ସ୍ବାଇଁ । ଗତକାଲି ବୃନ୍ଦାବତୀ ନିବାସରେ ରହିବାକୁ ଦାବି କରି ଧାରଣାରେ ବସିଥିଲେ ଅଣପଞ୍ଜିକୃତ ହବିଷ୍ୟାଳି।