ନନ୍ଦନକାନନ ଏକ୍ସପ୍ରେସକୁ ଗୁଳିମାଡ଼

Nov 5, 2024 - 19:01
 6

ଭଦ୍ରକ: ଭଦ୍ରକରେ ନନ୍ଦନକାନନ ଏକ୍ସପ୍ରେସକୁ ଗୁଳିମାଡ଼ ହୋଇଛି। ଟ୍ରେନ ମ୍ୟାନେଜରଙ୍କୁ ଦୁଇ ରାଉଣ୍ତ ଗୁଳିମାଡ଼ ଉଦ୍ୟମ କରାଯାଇଛି। ଚରମ୍ପା ଷ୍ଟେସନର ୧୧୯ନଂ ଗେଟ୍ ନିକଟରେ ଗୁଳିମାଡ଼ ହୋଇଥିବା ସୂଚନା। ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲା ଟ୍ରେନ୍।