ଭୁବନେଶ୍ଵର ବିମାନ ବନ୍ଦରରେ ବୋମା ଆତଙ୍କ

Nov 5, 2024 - 19:03
 5

ଭୁବନେଶ୍ୱର: ଭୁବନେଶ୍ଵର ବିମାନ ବନ୍ଦରରେ ବୋମା ଆତଙ୍କ ସୃଷ୍ଟି ହୋଇଛି। ଧମକ ପରେ ବିମାନର ଜରୁରୀ ଅବତରଣ କରାଯାଇଛି। ଏକ ଟିସୁ ପେପରରେ ବୋମା ଥିବା ନେଇ ଲେଖା ଥିବା ସୂଚନା। ଖବର ପାଇବା ପରେ ଯାଞ୍ଚ ଆରମ୍ଭ କରିଛନ୍ତି କର୍ତ୍ତୃପକ୍ଷ। ଯାତ୍ରୀଙ୍କୁ ସୁରକ୍ଷିତ ଓହ୍ଲାଇ ଦିଆଯାଇଥିବା ଜଣାପଡ଼ିଛି।