ଭୁବନେଶ୍ଵର ରେ ସିରିଜ୍ ଦୁର୍ଘଟଣା, ୪ ଆହତ

ଭୁବନେଶ୍ୱର: ଭୁବନେଶ୍ଵରରେ ସିରିଜ ଦୁର୍ଘଟଣାରେ ୪ ଜଣ ଆହତ ହେଇଥିବା ସୂଚନା। ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ସମସ୍ତ ଆହତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୋ ବସ୍ ଧକ୍କାରେ ୩ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି