ଆଜିଠୁ ଖୋଲିଲା ଭିରତକନିକା ଜାତୀୟ ଉଦ୍ୟାନ

Jan 23, 2025 - 23:40
 1
ଆଜିଠୁ ଖୋଲିଲା ଭିରତକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ଗଣନା ପାଇଁ ଜାନୁଆରୀ ୧୪ରୁ ୨୨ ଯାଏ ବନ୍ଦ ଥିଲା ଭିତରକନିକା। ଦୀର୍ଘ ୯ଦିନ ପରେ ଭିତରକନିକା ବୁଲିପାରିବେ ପର୍ଯ୍ୟଟକ।