କୋଣାର୍କରେ ଜଳିଗଲା ୩ ଦୋକାନ

Apr 26, 2025 - 23:17
 3

କୋଣାର୍କ: ପୁରୀ ଜିଲ୍ଲା କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଲିଙ୍ଗରାଜଙ୍କ ଦୋକାନରେ ଲାଗିଲା ନିଆଁ। ଲକ୍ଷାଧିକ ଟଙ୍କାର ଆସବାପତ୍ର ପୋଡ଼ି ନଷ୍ଟ ଅଭିଯୋଗ ବିଳମ୍ବିତ ରାତିରେ ଦୋକାନ ବନ୍ଦ ଥିବାବେଳେ ଲାଗିଲା ନିଆଁ। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।