ଆଗତ ହେଲା ଓଡ଼ିଶା ଆପାର୍ଟମେଣ୍ଟ ବିଲ୍

Sep 26, 2023 - 11:10
 5
ଆଗତ ହେଲା ଓଡ଼ିଶା ଆପାର୍ଟମେଣ୍ଟ ବିଲ୍

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଗତ ହଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍। ଆଇନ୍ ରେ ପରିଣତ ହେଲେ ଲାଭବାନ ହେବେ କ୍ରେତା। ଏଣିକି ଆସୋସିଏସନ ସହ ହାତରେ ରହିବ ଆପାର୍ଟମେଣ୍ଟ ସହ ସମ୍ପୃକ୍ତ ଅଞ୍ଚଳ।