ବାହାନଗା ରେଳ ଦୁର୍ଘଟଣା ଯୋଗୁ ଯାତ୍ରୀଙ୍କ ପାଇଁ ମାଗଣା ବସ୍ ସେବା: ଓଡ଼ିଶାରୁ କୋଲକତା ଗଲା ୫୯ଟି ବସ୍

ବାଲେଶ୍ବର: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ଯୋଗୁ ଯାତ୍ରୀମାନଙ୍କ ପାଇଁ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି। ଆଜି ଯାତ୍ରୀ ମାନଙ୍କୁ ନେଇ କୋଲକତା ଗଲା ୫୯ଟି ବସ୍। କାଲି ଯାତ୍ରୀ ମାନଙ୍କୁ ନେଇ ପୁରୀରୁ ୨୦, ଭୁବନେଶ୍ୱରରୁ ୨୩, କଟକରୁ ୧୬ଟି ବସ୍ ଯାଇଥିଲା।