ଏଲ୍ ପି ଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ଏଲ୍ ପି ଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କଲେ କେନ୍ଦ୍ର ସରକାର। ପି ଏମ୍ ଏ ୱାଇ ହିତାଧିକାରୀ ୫୦୦ ବଦଳରେ ଦେବେ ୫୫୦ ଟଙ୍କା। ଅନ୍ୟ ହିତାଧିକାରୀ ୮୦୩ ବଦଳରେ ଦେବେ ୮୫୩ ଟଙ୍କା। ଏହି ସୂଚନା ଦେଇଛନ୍ତି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ।