ପୁଅକୁ ମାରି ବାପାର ଥାନାରେ ଆତ୍ମସମର୍ପଣ

Aug 10, 2023 - 12:34
Aug 28, 2023 - 14:32
 5
ପୁଅକୁ ମାରି ବାପାର ଥାନାରେ ଆତ୍ମସମର୍ପଣ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ୟୁଭି-୧୨ ଖାଣ୍ଡା ଗାଁରେ ପୁଅକୁ ମାରି ଥାନାରେ ଆତ୍ମସମର୍ପଣ କରିଛି ବାପା। ନିଶାସକ୍ତ ଅବସ୍ଥାରେ ପୁଅକୁ କୋଦଳରେ ହାଣି ମରିଲା ବାପା। ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ।