ଟ୍ରାକ୍ଟରରେ ବିଦ୍ୟୁତ୍ ତାର ଲାଗି ଜଣେ ମୃତ, ଦୁଇ ଗୁରୁତର

Sep 18, 2023 - 14:31
 39
ଟ୍ରାକ୍ଟରରେ ବିଦ୍ୟୁତ୍ ତାର ଲାଗି ଜଣେ ମୃତ, ଦୁଇ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ୍ ବାଲିବିରି ଗାଁରେ ଟ୍ରାକ୍ଟରରେ ବିଦ୍ୟୁତ୍ ତାର ଲାଗି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ପୂଜା ପାଇଁ ଗଣେଶ ମୂର୍ତ୍ତି ନେବା ବେଳେ ଲାଗିଗଲା ତାର। ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ନେଲେ ସ୍ଥାନୀୟ ଲୋକ।