ତୀରମାଡ଼ରେ ଥାନା ଅଧିକାରୀ ଆହତ

Sep 24, 2024 - 22:24
 39

ବଣାଇ: ଯୁବକର ତୀରମାଡ଼ରେ ମହୁଲପଦା ଥାନା ଅଧିକାରୀ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଡ଼ଜଲ ସ୍କୁଲ ଛାତ ଉପରେ ଧନୁତୀର ଧରି ଜଣେ ଯୁବକ ଉନ୍ମତକାଣ୍ଡ କରୁଥିବା ଖବର ପାଇ ପୋଲିସ ପହଞ୍ଚି କାବୁ କରିବାକୁ ଗଲାବେଳେ ହୋଇଥିଲା। ତୀର ମାଡ଼ କରି ଘଟଣାସ୍ଥଳରୁ ଯୁବକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଥାନା ଅଧିକାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।