ମାର୍ଚ୍ଚ ୧୮ ରୁ ଖୋଲିବ ପାରଦର୍ଶୀ ପୋର୍ଟାଲ

Mar 13, 2025 - 22:24
 7

ଭୁବନେଶ୍ୱର: ମାର୍ଚ୍ଚ ୧୮ ତାରିଖରୁଖୋଲିବ ପାରଦର୍ଶୀ ପୋର୍ଟାଲ। ଏପ୍ରିଲ ୩ ପରିବର୍ତ୍ତେ ୧୮ ମାର୍ଚ୍ଚରୁ ଆରମ୍ଭ ହେବ ପଞ୍ଜୀକରଣ। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସଂଶୋଧିତ ତାରିଖ ନିର୍ଦ୍ଦେଶନାମା ଜାରି କରାଯାଇଛି। ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଶୀଘ୍ର କରିବାକୁ ଦାବି ହେଉଥିଲା। ଘରୋଇ ସ୍କୁଲ୍‌ରେ ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ରହିଛି ୨୫% ସଂରକ୍ଷଣ।