ଅବସର ନେଲେ ଧୱନ

Aug 24, 2024 - 15:04
 7
ଅବସର ନେଲେ ଧୱନ

ଭୁବନେଶ୍ୱର: ଅବସର ଘୋଷଣା କଲେ କ୍ରିକେଟର ଶିଖର ଧୱନ। ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଧୱନଙ୍କ ଅବସର ଘୋଷଣା କରିଥିବା ସୂଚନା। ୩୪ ଟେଷ୍ଟ, ୧୬୭ ଦିନିକିଆ ଓ ୬୮ଟି ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିଛନ୍ତି ଧୱନ।