ମନ୍ଦିରରୁ ଚୋରି କରି ଦମ୍ପତି ଗିରଫ

Dec 27, 2024 - 21:02
 54

ଖଲିକୋଟ: ଗଞ୍ଜାମ ଜିଲ୍ଲା ଖଲିକୋଟର ବିଭିନ୍ନ ମନ୍ଦିରରେ ଚୋରି ଅଭିଯୋଗରେ ଏକ ଦମ୍ପତି ଗିରଫ ହୋଇଥିବା ଜଣାପଡ଼ିଛି। ବିଭିନ୍ନ ମନ୍ଦିରରୁ ହୁଣ୍ଡି ଚୋରି କରୁଥିଲେ । ସିସିଟିଭି ଫୁଟେଜ ଆଧାରରେ।ସେମାନଙ୍କୁ ଗିରଫ କରିଛି ପୋଲିସ୍।