ଖସୁଛି ଓଡ଼ିଶାର ଜନସଂଖ୍ୟା

Dec 7, 2023 - 17:11
 57

ଭୁବନେଶ୍ୱର: ଖସୁଛି ଓଡ଼ିଶାର ଜନସଂଖ୍ୟା। ରାଜ୍ୟରେ ପ୍ରଜନନ ହାର ଏବେ ୧.୮ ରହିଛି, ଆଗକୁ ଆହୁରି କମିବ ବୋଲି ସ୍ବାସ୍ଥ୍ୟ ବିଭାଗ ଆକଳନ କରିଛି। ତେବେ ୨୦୩୬ ବେଳକୁ ଓଡ଼ିଶା ହେବ ବୟସ୍କଙ୍କ ରାଜ୍ୟ।