ଚଣ୍ଡିଗଡ଼ରେ ବାଧ୍ୟତାମୂଳକ ହେଲା ମାସ୍କ
ଭୁବନେଶ୍ୱର: କର୍ଣ୍ଣାଟକ ପରେ ଚଣ୍ଡିଗଡ଼ରେ ବାଧ୍ୟତାମୂଳକ ହେଲା ମାସ୍କ ନିୟମ। ଭାରତରେ ଗତକାଲି ୨୧ ଜଣ କରୋନା ରୋଗୀ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଛି। ଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି। ତେବେ JN.1 ଓମିକ୍ରନ୍ ର ଭାରିଆଣ୍ଟ ବୋଲି କହିଛନ୍ତି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ।