ବଢ଼ିଲା ମନରେଗା ପାରିଶ୍ରମିକ

Mar 28, 2024 - 16:37
 38

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ବଢ଼ିଲା ମନରେଗା ପାରିଶ୍ରମିକ। ଏପ୍ରିଲ ୧ ରୁ ଲାଗୁ ହେବ ବର୍ଦ୍ଧିତ ମଜୁରୀ। ମନରେଗା ପାରିଶ୍ରମିକରେ ୩ ରୁ ୧୦ ପ୍ରତିଶତ ବୃଦ୍ଧି କଲେ କେନ୍ଦ୍ର ସରକାର। ଓଡ଼ିଶା ଶ୍ରମିକ ପାଇବେ ୨୫୪ ଟଙ୍କା।