ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା
ଯାଜପୁର: ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା। ଯାଜପୁର ବନ ବିଭାଗ କାର୍ଯ୍ୟାଳୟରେ ମୋନାଲିସା ଓ ତାଙ୍କ ସ୍ଵାମୀ ଆତ୍ମସମ୍ପଣ କରିଥିବା ସୂଚନା ମିଳିଛି। ବେଆଇନ୍ ଭାବେ ବନ୍ୟଜନ୍ତୁଙ୍କୁ ରଖି ଭିଡିଓ ପୋଷ୍ଟ୍ କରିଥିଲେ ମୋନାଲିସା। ଏହି ଘଟଣା ସାମ୍ନାକୁ ଆସିବା ପରେ ଦୁଇ ଦିନ ତଳେ ବନ ବିଭାଗ ପକ୍ଷରୁ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ ବନାଞ୍ଚଳ ଅଧିକାରୀ