ହତଗଡ଼ ଜଙ୍ଗଲରେ ନିଆଁ

Apr 22, 2024 - 18:47
 53
ହତଗଡ଼ ଜଙ୍ଗଲରେ ନିଆଁ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ହସ୍ତୀ ଅଭୟାରଣ୍ୟ ହଦଗଡ଼ ଜଙ୍ଗଲରେ ଲାଗିଛି ନିଆଁ। ବନ ବିଭାଗ ପକ୍ଷରୁ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରହିଛି। ଅଭୟାରଣ୍ୟର ୯ଟି ପଏଣ୍ଟରେ ନିଆଁ ଲାଗିଥିବା ଜଣାପଡ଼ିଛି। ସେପଟେ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଲାଗିଛି ନିଆଁ।